News Nation
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ୨ ଦିନିଆ ଭାରତ ଗସ୍ତ ସମୟରେ ହୋଇଥିବା ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା ଏକ ରାଜନୈତିକ ଷଡ଼ଯନ୍ତ୍ର ଥିଲା। ଦେଶକୁ ବଦନାମ କରିବାପାଇଁ ଦିଲ୍ଲୀ ଦଙ୍ଗା ପଛରେ ଏକ ରାଜନୈତିକ ଷଡ଼ଯନ୍ତ୍ର ଥିଲା ବୋଲି ଗଡ଼କରୀ କହିଛନ୍ତି। ଦଙ୍ଗା ମାଲାରେ ତଦନ୍ତ ଜାରି ରହିଛି ଏବଂ ତଦନ୍ତ ଶେଷ ହେବାପରେ ଷଡ଼ଯନ୍ତ୍ରକାରୀ ଦଣ୍ଡିତ ହେବେ ବୋଲି ସେ କହିଛନ୍ତି।
Follow Us