ଦାନ୍ତ ଡାକ୍ତରଙ୍କୁ ଦୁଷ୍କର୍ମ

Advertisment
ମାଆ ଓ ଝିଅଙ୍କୁ ଦୁଷ୍କର୍ମ କରି ୭ ପୁଲିସ୍‌ ସମେତ ୧୮ ଗିରଫ

silhouette of the boy holding the cage , imprisoned, retarded, Child Abuse in white tone

ନୋଏଡ଼ା: ଏକ ଅଭାବନୀୟ ଘଟଣାକ୍ରମରେ ନୋଏଡ଼ାର ଜଣେ ଦାନ୍ତ ଡାକ୍ତର ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତ ସେପ୍ଟେମ୍ବର ୨୭ରେ ଏହି ଘଟଣାଟି ଘଟିଛି। ଅଭିଯୁକ୍ତର ଘର ମୁଜାଫରପୁରରେ ଏବଂ ସେ ଅଭିମନ୍ୟୁ ବୋଲି ଚିହ୍ନଟ ହୋଇଛି। ୨୪ ବର୍ଷୀୟା ଦାନ୍ତ ଡାକ୍ତର ଏବଂ ଅଭିମନ୍ୟୁଙ୍କ ମଧ୍ୟରେ ଫେସବୁକ୍‌‌େର ବନ୍ଧୁତା ହୋଇଥିଲା। ପୀଡ଼ିତା ତାଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନକୁ ଡାକିଥିଲେ। ଅଭିମନ୍ୟୁ ପୀଡ଼ିତାଙ୍କୁ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥି‌େଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe