ଧାନବାଦ୍ ଜଜ୍ ମୃତ୍ୟୁ ମାମଲା: ପୁରସ୍କାର ରାଶି ୧୦ ଲକ୍ଷକୁ ବଢ଼ାଇଲା ସିବିଆଇ

Advertisment
ଧାନବାଦ୍ ଜଜ୍ ମୃତ୍ୟୁ ମାମଲା: ପୁରସ୍କାର ରାଶି ୧୦ ଲକ୍ଷକୁ ବଢ଼ାଇଲା ସିବିଆଇ

The Siasat Daily

ଧାନବାଦ୍ : ଝାଡ଼ଖଣ୍ଡର ଧାନବାଦ୍ ସ୍ଥିତ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ୍‌ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ସୂଚନା ପ୍ରଦାନକାରୀଙ୍କ ପାଇଁ ସିବିଆଇ ପୁରସ୍କାର ରାଶି ଦୁଇଗୁଣା କରି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ପୂର୍ବରୁ ଏହି ହତ୍ୟା ମାମଲ‌ାରେ ମୂଲ୍ୟବାନ ସୂଚନା ଦେବା ପାଇଁ ସିବିଆଇ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଗତ ଅଗଷ୍ଟ ୪ ତାରିଖରୁ ସିବିଆଇ ଏହି ମାମଲାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe