ଏମ୍‌ସରେ ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର

ଏମ୍‌ସରେ ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଳମ୍ବିତ ରାତ୍ରିରେ ଏମ୍‌ସରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଆହତଙ୍କ ଚିକିତ୍ସା ତଥା ମୃତକଙ୍କୁ ଚିହ୍ନଟ କରିବାକୁ ଆସୁଥିବା ସମ୍ପର୍କୀୟଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ସମ୍ବନ୍ଧରେ ପଚାରି ବୁଝିଥିଲେ। ସେଠାରେ ଥିବା କେତେକ ପରିଜନଙ୍କ ସହ କଥା ହୋଇଥିଲେ।

ସେବା ଯୋଗାଉଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ମଧ୍ୟ କଥା ହୋଇଥିଲେ। ପରେ ଏମ୍‌ସ କର୍ତ୍ତୃପକ୍ଷ ଓ ରେଳ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe