ମୋଦୀଙ୍କ ସହ ‘ପା’ ଦେଖିବା ଭିନ୍ନ ଅନୁଭୂତି

Advertisment
ମୋଦୀଙ୍କ ସହ ‘ପା’ ଦେଖିବା ଭିନ୍ନ ଅନୁଭୂତି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେବା ପରେ ଅମିତାଭ ବଚ୍ଚନଙ୍କ ‘ପା’ ଫିଲ୍ମ ଆଲୋଚନା ପରିସରକୁ ଆସିଥିଲା। ଅକ୍ଷୟ ମୋଦୀଙ୍କୁ ନିଜର ପସନ୍ଦର ଫିଲ୍ମ ବିଷୟରେ ପଚାରିବାରୁ, ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ବଚ୍ଚନଙ୍କ ସହ ଗୁଜରାଟରେ ପା’ ଫିଲ୍ମ ଦେଖିଥିବା ‌କହିଥିଲେ। ଏହା ପରେ ବଚ୍ଚନ ମୋଦୀଙ୍କ ସହ ଅକ୍ଷୟଙ୍କ ସାକ୍ଷାତକାରକୁ ପ୍ରଶଂସା କରିବା ସହ ମୋଦୀଙ୍କ ସହ ଫିଲ୍ମ ଦେଖିବା ଏକ ‘ଅସାମାନ୍ୟ ଅନୁଭୂତି’ ବୋଲି ଟ୍ବିଟ୍‌ କରି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe