ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ ବୟାନ ଏବଂ କାର୍ଯ୍ୟକଳାପକୁ ଦେଶ ବିରୋଧୀ କହିବାପରେ ଆଜି ଦିଗ୍ବିଜୟ ଦୃଢୋକ୍ତି ବାଢ଼ି କହିଛନ୍ତି ଯେ ଯଦି ମୁଁ ଦେଶ ବିରୋଧୀ ତେବେ ମୋତେ ଗିରଫ କର। ଆସନ୍ତା ଜୁଲାଇ ୨୬ ତାରିଖରେ ସେ ଭୋପାଳର ଟିଟି ନଗର ପୁଲିସ ଷ୍ଟେସନ୍ରେ ହାଜର ହେବେ ବୋଲି ଚୌହାନ୍ଙ୍କୁ ଚିଠି ମାଧ୍ୟମରେ କହିଛନ୍ତି।
ମତେ ଗିରଫ କର: ଦିଗ୍ବିଜୟ
Advertisment
Follow Us