tv9bharatvarsh.com
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଆଜି ସଚିନ ପାଇଲଟ୍ଙ୍କୁ ତାଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ସମାଲୋଚନା କରିଛନ୍ତି। ଦିଗ୍ବିଜୟ କହିଛନ୍ତି, ସଚିନଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଥିଲା ଏବଂ ସେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରେ ରହିବା ସହ ରାଜସ୍ଥାନରେ ଦଳର ମୁଖ୍ୟ ଥିଲେ। ତାଙ୍କ ବୟସ କେତେ ? ସେ ଏବେ ବି ଯୁବକ ଅଛନ୍ତି। ତେବେ ସେ ଟିକେ ଧୈର୍ଯ୍ୟ ରଖିବା ଉଚିତ୍। ତାଙ୍କ କାର୍ଯ୍ୟକଳାପ ଦଳୀୟ ନୀତିର ବିରୁଦ୍ଧାଚରଣ କରୁଛି। ରାଜନୀତିରେ ଯୁବକମାନଙ୍କର ଆଦୌ ଧୈର୍ଯ୍ୟ ରହୁନାହିଁ ବୋଲି ଦିଗ୍ବିଜୟ କହିଛନ୍ତି।
Follow Us