ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନଙ୍କ ସହ ରାଜଧାନୀ ଦିଲ୍ଲୀର ଅଶୋକା ହୋଟେଲରେ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ମିଳିତ ହୋଇଥିଲେ। ଏହି ଡିନର୍ ପାଇଁ ପ୍ରାୟ ୭୫୦ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦଙ୍କ ସମେତ ଏନ୍ଡିଏ ଏବଂ ୟୁପିଏ ନେତାମାନେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ୫ ମିନିଟ୍ ଉଦ୍ବୋଧନ ଦେଇ ଆଗାମୀ ୫ ବର୍ଷ ପାଇଁ ବିକାଶ ମନ୍ତ୍ର ଦେଇଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us