ୟୁକ୍ରେନ୍‌ ସଙ୍କଟର ସମାଧାନ ପାଇଁ କୂଟନୀତି ହିଁ ଏକମାତ୍ର ବିକଳ୍ପ: ଭାରତ

ୟୁକ୍ରେନ୍‌ ସଙ୍କଟର ସମାଧାନ ପାଇଁ କୂଟନୀତି ହିଁ ଏକମାତ୍ର ବିକଳ୍ପ: ଭାରତ

PiPaNews

ନୂଆଦିଲ୍ଲୀ : ରୁଷ୍‌ର ନିରନ୍ତର ଆକ୍ରମଣରେ ୟୁକ୍ରେନ୍‌ ଛାରଖାର ହେଉଥିବା ବେଳେ ଏ ବାବଦ ସ୍ଥିତିକୁ ନେଇ ଭାରତ ଚିନ୍ତାପ୍ରକଟ କରିଛି। ଶତ୍ରୁତାକୁ ଶେଷ କରିବା ପାଇଁ ଭାରତ ଉଭୟ ପକ୍ଷକୁ ଆହ୍ବାନ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିସନ ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି ଯେ ସାଧାରଣ ନାଗରିକଙ୍କ ଜୀବନ ନେବା ଦ୍ବାରା କୈଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। କୂଟନୈତିକ ପ୍ରୟାସ ଏବଂ କଥାବାର୍ତ୍ତା ହିଁ ଏକମାତ୍ର ବିକଳ୍ପ ହେବା ଉଚିତ ବୋଲି ସେ କହିଛନ୍ତି। ୟୁକ୍ରେନରେ ଯେ କୌଣସି ନରସଂହାରକୁ ଭାରତ ଆରମ୍ଭରୁ ନିନ୍ଦା କରିଆସୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe