ଦ୍ରୌପଦୀ ମୁର୍ମୁଙ୍କ କଲେଜ୍‌ ଦିନର ଫଟୋ ଭାଇରାଲ୍‌

Advertisment
ଦ୍ରୌପଦୀ ମୁର୍ମୁଙ୍କ କଲେଜ୍‌ ଦିନର ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବା‌ଚନ ଫଳାଫଳ ଆସିବା ପୂର୍ବରୁ ଆଜି ଦ୍ରୌପଦୀ ମୁର୍ମୁଙ୍କର ଏକ ପୁରୁଣା ଫ‌ଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ୬୪ ବର୍ଷୀୟା ଦ୍ରୌପଦୀଙ୍କର କଲେଜ ବେଳର ପୁରୁଣା ବ୍ଲାକ୍ ଆଣ୍ଡ୍‌ ହ୍ବାଇଟ ଗ୍ରୁପ୍‌ ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଗ୍ରୁପ୍‌ ଫଟୋରେ ଦ୍ରୌପଦୀଙ୍କୁ ପଛ ଧାଡ଼ିରେ (ଡାହାଣରୁ ପ୍ରଥମ) ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଦ୍ରୌପଦୀ ମୁର୍ମୁ ରମାଦେବୀ ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe