ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ୍‌ କୋଡ୍‌

ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ୍‌ କୋଡ୍‌

The Hindu

ମୁମ୍ବାଇ : ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଜାରି ହୋଇଛି। ଏହା ଅଧୀନରେ କର୍ମଚାରୀମାନେ ଅଫିସ୍‌କୁ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି ଆସିପାରିବେ ନାହିଁ। କର୍ମଚାରୀମାନଙ୍କୁ ଚପଲ ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ସହିତ ସମସ୍ତ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଖଦି କପଡ଼ା ପିନ୍ଧି ଆସିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe