ଉତ୍ତରାଖଣ୍ଡରେ ଭୂକମ୍ପ

Advertisment
ଉତ୍ତରାଖଣ୍ଡରେ ଭୂକମ୍ପ

Image Courtesy of Zee Business

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପିଥୋରଗଡ଼ର ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ଥିଲା ୪.୩ ରହିଥିବା ରେକର୍ଡ କରାଯାଇଛି। ଭୂକମ୍ପ ଅନୁଭୂତ ହେବାପରେ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଅପରାହ୍ନ ୪.୩୮ରେ ପିଥୋରଗଡ଼ର ନାଚନୀ, ମୁନସ୍ୟାରୀ, ମଦକୋଟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ପିଥୋରଗଡ଼ଠାରୁ ୩୩ କିମି ଉତ୍ତର ପୂର୍ବରେ ରହିଥିବା ବେଳେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe