Image Courtesy of India Today
କୋଲକାତା : ପଶ୍ଚିମବଙ୍ଗର ଏକାଧିକ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ୫ଟାରେ ନଦିଆ, ଉତ୍ତର ୨୪ ପ୍ରଗଣା ସମେତ ଅନ୍ୟ କେତେକ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮। ତେବେ ଭୂକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।
Follow Us