ତିବ୍ଦତରେ ୬.୯ ତୀବ୍ରତାର ଭୂକମ୍ପ ଅନୂଭୂତ

Advertisment
ଉତ୍ତର ଭାରତରେ ଭୂମିକମ୍ପ ଝଟକା

ବେଇଜିଂ: ଆଜି ସକାଳେ ଭାରତର ଅରୁଣାଚଳ ପ୍ରଦେଶ ସୀମାନ୍ତବର୍ତ୍ତୀ ତିବ୍ଦତର ନିୟାଙ୍ଗଚି ଅଞ୍ଚଳରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ୟ୍ୟାର୍ଥକ୍ୱେକ୍‌ ନେଟଓ୍ଵର୍କ ସେଣ୍ଟର ରିପୋର୍ଟ ଅନୁଯାୟୀ ଚୀନ ସମୟ ସକାଳ ୬ଟା ୩୪ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ବୋଲି ରେକର୍ଡ କରାଯାଇଛିି। ଭୂମି ତଳେ ପ୍ରାୟ ୧୦ କିଲୋମିଟର ତଳେ ଦୁଇଟି ଫଲ୍ଟ ମଧ୍ୟରେ ଧକ୍କା ଲାଗିବା ପରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ଜିନହୂଆ ନ୍ୟୁଜ୍‌ ଏଜେନ୍ସ ପକ୍ଷରୁ କୁହାଯାଇଛି। ପରେ ପରେ ଚୀନ ସମୟ ୮ଟା ୩୧ ମିନିଟରେ ମଧ୍ୟ ସେହିସ୍ଥାନରେ ଆଉ ଏକ ୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକା ଲାଗିଛ। ତେବେ ଏହି ଭୂକମ୍ପ ଦ୍ୱାର କଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe