‘ନକ୍କହିରନ’ ସଂପାଦକ ଗିରଫ

Advertisment
‘ନକ୍କହିରନ’ ସଂପାଦକ ଗିରଫ

ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ବନୱାରୀ ଲାଲ ପୁରୋହିଙ୍କ ବିରୋଧରେ କେତେକ ରିପୋର୍ଟ ଛାପିଥିବା ଅଭିଯୋଗରେ ପ୍ରସିଦ୍ଧ ତାମିଲ ପତ୍ରିକା ନକ୍କହିରନ୍‌ର ସଂପାଦକ ଆର ଆର ଗୋପାଳଙ୍କୁ ଆଜି ଚେନ୍ନାଇ ପୁଲିସ ଗିରଫ କରିଛି। ଗୋପାଳ ପୁନେ ଯାଉଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଥିଲା। ତେବେ କୋର୍ଟ ଏହି ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ଜେଲ୍‌ ପଠାଇବା ପାଇଁ ପୁଲିସର ଆବେଦନକୁ ସ୍ଥାନୀୟ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe