ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ପ୍ରଶ୍ନ, ଫିଲ୍ମ ‘ଲାଇଗର’ ପାଇଁ ପାଣ୍ଠି ଆଣିଲ କୋଉଠୁ

Advertisment
ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ପ୍ରଶ୍ନ, ଫିଲ୍ମ ‘ଲାଇଗର’ ପାଇଁ ପାଣ୍ଠି ଆଣିଲ କୋଉଠୁ

ମୁମ୍ବାଇ : ନିଜର ନୂଆ ବଲିଉଡ୍ ଫିଲ୍ମ ‘ଲାଇଗର’ ପାଇଁ ପାଣ୍ଠି ଯୋଗାଡ଼ କରିବା ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜୋରାର ସମ୍ମୁଖୀନ ହୋଇଛନ୍ତି ଅଭିନେତା ବିଜୟ ଦେବରକୋଣ୍ଡା। ବିଦେଶୀ ପାଣ୍ଠି ବିନିମୟ ପରିଚାଳନା ଆଇନ, ୧୯୯୯ (ଫେମା) ଉଲ୍ଲଂଘନ ଅଭିଯୋଗରେ ବିଜୟଙ୍କୁ ଜେରା କରାଯାଇଛି।

ଅନନ୍ୟା ପାଣ୍ଡେ ଏବଂ ଆମେରିକୀୟ ବକ୍ସିଂ କିମ୍ବଦନ୍ତୀ ମାଇକ ଟାଇସନ ଅଭିନୟ କରିଥିବା ଉକ୍ତ ଚଳଚ୍ଚିତ୍ର ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏହା ବକ୍ସ ଅଫିସରେ ସେତେ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଏହା ହେଉଛି ବଲିଉଡ୍ ଫିଲ୍ମ ନିର୍ମାଣ ପ୍ରକଳ୍ପରେ ବିଜୟଙ୍କ ପ୍ରଥମ ପ୍ରବେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe