ଓଡ଼ିଶା: ୬୧,୦୫୭ ବିଦ୍ୟାର୍ଥୀଙ୍କ ଉପରେ ଶିକ୍ଷା ଋଣ ବାକି

Advertisment
ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣ ପରିମାଣ ୯୭ ହଜାର କୋଟି ଟଙ୍କା ଛୁଇଁପାରେ

The Financial Express

ନୂଆଦିଲ୍ଲୀ : ଦେଶର ୨୨ ଲକ୍ଷ ୫୪ ହଜାର ୮୫୧ ବିଦ୍ୟାର୍ଥୀଙ୍କ ଉପରେ ୮୯ ହଜାର ୭୭୧ କୋଟି ଟଙ୍କାର ଋଣ ବକେୟା ରହିଛି। ଲୋକସଭାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶାର ୬୧ ହଜାର ୫୭ ବିଦ୍ୟାର୍ଥୀଙ୍କ ଉପରେ ୨,୧୧୭ କୋଟି ଟଙ୍କାର ଶିକ୍ଷା ଋଣ ବକେୟା ରହିଛି। ତାମିଲନାଡ଼ୁରେ ସର୍ବାଧିକ ୬ ଲକ୍ଷ ୨୫ ହଜାର ୭୩୫ ବିଦ୍ୟାର୍ଥିଙ୍କ ଉପରେ ୧୬ ହଜାର ୩୦୧ କୋଟି ଟଙ୍କାର ଶିକ୍ଷା ଋଣ ବକେୟା ଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe