କାଇରୋ: ଇଜିପ୍ଟରେ ଆତଙ୍କବାଦୀମାନେ ଶୁକ୍ରବାର ପର୍ଯ୍ୟଟକଙ୍କ ଏକ ବସ୍ ଉପରେ ବୋମାମାଡ଼ କରି ୪ ଜଣଙ୍କୁ ହତ୍ୟା କରିବା ପରେ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ଉ ଅଭିଯାନ ଜାରି ରହିଛି। ଆଜି ଭୋରରେ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ପୁଲିସ ଧ୍ବଂସ କରିଛି ଏବଂ ଏଥିରେ ୪୦ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।
ଇଜିପ୍ଟ ପୁଲିସର ଚଢ଼ଉ ୪୦ ଆତଙ୍କବାଦୀ ନିପାତ
Advertisment
Follow Us