ବାଂଲା ପାଇପ୍‌ ଲାଇନ୍‌ ବିସ୍ଫୋରଣରେ ୧୧ ମୃତ

Advertisment
ବାଂଲା ପାଇପ୍‌ ଲାଇନ୍‌ ବିସ୍ଫୋରଣରେ ୧୧ ମୃତ

ToxiNews

ଢାକା : ଢାକା ଉପକଣ୍ଠ ନାରାୟଣଗଞ୍ଜ ସ୍ଥିତ ବୈତୁସ ସଲାତ୍‌ ଜାମେ ମସଜିଦ୍‌ରେ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ପ୍ରାର୍ଥନା ଚାଲିଥିବା ବେଳେ ନିକଟରେ ଯାଇଥିବା ଏକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିସ୍ଫୋରଣ ଘଟିବାରୁ ଅତି କମ୍‌ରେ ୧୧ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣଙ୍କ ଶରୀରର ୯୦ ପ୍ରତିଶତ ଯାଏ ଜଳିଯାଇଥିବା କୁହାଯାଉଛି। ପାଇପ୍‌ଲାଇନ୍‌ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe