ପ୍ରତି ବର୍ଷ ଲକ୍ଷାଧିକ ଲୋକ ଗଳା କର୍କଟରେ ଆକ୍ରାନ୍ତ

Advertisment
ପ୍ରତି ବର୍ଷ ଲକ୍ଷାଧିକ ଲୋକ ଗଳା କର୍କଟରେ ଆକ୍ରାନ୍ତ

nari.punjabkesari.in

ନୂଆଦିଲ୍ଲୀ: ଭାରତରେ ପ୍ରତି ବର୍ଷ ଲକ୍ଷାଧିକ ଲୋକ ମୁଣ୍ଡ ଏବଂ ଗଳା କର୍କଟରେ ଆକ୍ରାନ୍ତ ହେଉଛନ୍ତି।ଏହାର ମୁଖ୍ୟ କାରଣ ତମାଖୁ ଏବଂ ମାଦକ ଦ୍ରବ୍ୟ ସେବନ ବୋଲି ସୂଚନା ଦେଇଛନ୍ତି ଡକ୍ଟର ଅଭିଶେଖ ଆନନ୍ଦ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ତମାଖୁ ଏବଂ ମାଦକ ଦ୍ରବ୍ୟ ସେବନ ଯୋଗୁଁ ଭାରତରେ ପ୍ରତି ବର୍ଷ ୧.୨ ଲକ୍ଷ ଲୋକ କ୍ୟାନ୍ସର୍‌ ବା କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ହ୍ୟୁମାନ୍‌ ପୈପିଲୋମା ଭାଇରସ୍‌ ଯୋଗୁଁ ସଂକ୍ରମଣ ହୋଇଥାଏ । ଏହି ସଂକ୍ରମଣକୁ ରୋକାଯାଇପାରିବ ଯଦି ଠିକ୍‌ ସମୟରେ ଏହାର ଉପଚାର କରାଯିବ ବୋଲି କହିଛନ୍ତି ଆନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe