ଲୋକସଭା ନିର୍ବାଚନରେ ପରାଜିତ ହେଲେ ୯ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ , ଜାଣନ୍ତୁ ସେମାନେ କିଏ

Advertisment
ଲୋକସଭା ନିର୍ବାଚନରେ ପରାଜିତ ହେଲେ ୯ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ , ଜାଣନ୍ତୁ ସେମାନେ କିଏ

photo-jansatta

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେକଂଗ୍ରେସ ୪୪ ଆସନ ୫୦ ଆସନ ଦଖଲ କରିଛି । କଂଗ୍ରେସ ପାଇଁ ଏହି ନିର୍ବାଚନ ଅଧିକ ଚିନ୍ତା ବଢ଼ାଇବାର କାରଣ ଯେ, କ୍ଷମତାରେ ଥିବା କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଶୋଚନୀୟ ପରାଜୟ ଘଟିଛି ।ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଥର ଲୋକସଭା ନିର୍ବାଚନରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜୟ ବରଣ କରିଛନ୍ତି।

publive-image photo-jansatta

ଏମାନଙ୍କ ଭିତରେ ଅଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ, ମଧ୍ୟ ପ୍ରଦେଶ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ,ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ ଏବଂ ସୁଶୀଲ ସିନ୍ଧେ, ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା, ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା, ନବାମ ତୁକି ,କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି,ପ୍ରମୁଖଙ୍କ ନାମ ରହିଛି। ଏମାନଙ୍କ ପରାଜୟଲାଗି କଂଗ୍ରେସ ଖୁବ୍ ଚିନ୍ତିତ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe