CGTN.com
ମାଦ୍ରିଦ୍ : ଏକ ବଡ଼ ଧରଣର ବିସ୍ଫୋରଣ ବୁଧବାର ସ୍ପେନ୍ର ରାଜଧାନୀ ମଦ୍ରିଦ୍କୁ ଥରାଇ ଦେଇଛି ଏବଂ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛି । କେନ୍ଦ୍ରୀୟ ମଦ୍ରିଦ୍ରେ ଏକ ସ୍କୁଲ ଏବଂ ନର୍ସିଂ ହୋମ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଏକ କୋଠା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Follow Us