ଦିଲ୍ଲୀରେ ପ୍ରବଳ ଗରମ, ପାରଦ ୪୯ ଟପିଲା

Advertisment
ଦିଲ୍ଲୀରେ ପ୍ରବଳ ଗରମ, ପାରଦ ୪୯ ଟପିଲା

alalamtv.net

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଗରମ ଅନୁଭୁତ ହୋଇଛି। ଆଜି ତାପମାତ୍ରା ୪୯ ଡିଗ୍ରି ପାର୍ ହେବା ସହିତ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଉଚ୍ଚ ତାପମାତ୍ରା ସହିତ ଲୁ ବହିବା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ନଜଫଗଡ଼ରେ ପାରଦ ୪୯.୧ ଡିଗ୍ରି ଛୁଇଁଛି। ମୁଙ୍ଗେଶପୁରରେ ତାପମାତ୍ରା ୪୯.୨ ଡିଗ୍ରି, ସ୍ପୋର୍ଟସ କମ୍ପ୍ଲେକ୍ସରେ ୪୮.୨ ଡିଗ୍ରି, ରୋହତକରେ ୪୮ ଡିଗ୍ରି, ପାଲମରେ ୪୬.୪ ଡିଗ୍ରି, ଲୋଧି ରୋଡରେ ୪୫.୮ ଡଗ୍ରି, ଗୁରୁଗ୍ରାମରେ ୪୮.୧ ଡିଗ୍ରି ତାପମାତ୍ରା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe