ଆସାମରେ କୃଷିଋଣ ଛାଡ଼

Advertisment
ଆସାମରେ କୃଷିଋଣ ଛାଡ଼

ଗୌହାଟି: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହେବାର କିଛି ସମୟ ମଧ୍ୟରେ କୃଷି ଋଣଛାଡ଼ ଘୋଷଣା ହୋଇଥିବାବେଳେ ଏବେ ଆସାମରେ ବିଜେପି ସରକାର ମଧ୍ୟ ୬୦୦ କୋଟି ଟଙ୍କାର କୃଷି ଋଣଛାଡ଼କୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ସମସ୍ୟା‌ ଏକ ପ୍ରମୁଖ ପ୍ରସଙ୍ଗ ‌ହୋଇଥିବା‌ବେଳେ କୃଷକଙ୍କ ଭୋଟ୍‌ ହାତେଇବାପାଇଁ ଏବେ ୬୦୦ କୋଟି ଟଙ୍କାର କୃଷି ଋଣଛାଡ଼କୁ ମଂଜୁରି ପ୍ରଦାନ କରିଛନ୍ତି ଆସାମ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe