ଏଫ୍‌ଏଟିଏଫ୍‌ର ନିଷ୍ପତ୍ତି: ଗ୍ରେ ଲିଷ୍ଟ୍‌ରୁ ପାକିସ୍ତାନକୁ ନିସ୍ତାର ମିଳିବ ନାହିଁ

Advertisment
ଏଫ୍‌ଏଟିଏଫ୍‌ର ନିଷ୍ପତ୍ତି: ଗ୍ରେ ଲିଷ୍ଟ୍‌ରୁ ପାକିସ୍ତାନକୁ ନିସ୍ତାର ମିଳିବ ନାହିଁ

geopolitica.ru

ଇସ୍‌ଲାମାବାଦ : ପାକିସ୍ତାନ ୨୦୨୧ ଫେବ୍ରୁଆରି ପର୍ଯ୍ୟନ୍ତ ‘ଗ୍ରେ ଲିଷ୍ଟ୍‌’ରେ ରହିବ ବୋଲି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା, ମନିଲଣ୍ଡରିଂ ଉପରେ ନଜର ରଖିଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଏଫ୍‌ଏଟିଏଫ୍‌’ (ଫା‌ଇନାନ୍‌ସିଆଲ୍‌ ଆକ୍ସନ ଟ୍ୟାସ୍କ ଫୋର୍ସ) ନିଷ୍ପତ୍ତି ନେଇଛି। ପାକିସ୍ତାନ ଏଫ୍‌ଏଟିଏଫ୍‌ର ଅନେକ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଛି ଏବଂ ଆତଙ୍କବାଦୀ ତାଲିକାରୁ ବହୁ ଆତଙ୍କବାଦୀଙ୍କ ନାମ ଗାଏବ ହୋଇଯାଇଛି। ଏଣୁ ପାକିସ୍ତାନକୁ ୨୦୨୧ ଫେବ୍ରୁଆରି ଯାଏ ‘ଗ୍ରେ ଲିଷ୍ଟ୍‌’ରେ ରଖାଯିବାକୁ ଏଫ୍‌ଏଟିଏଫ୍‌ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe