ଏୟାର୍‌ ଚିଫ୍ ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁ ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତ

Advertisment
ଏୟାର୍‌ ଚିଫ୍ ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁ ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ବାୟୁସେନାର ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁଙ୍କୁ ନୂଆ ଦାୟତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ଏବେ  ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏବେ  ଦେଶର ପରମାଣୁ ଅସ୍ତ୍ରଭଣ୍ଡାର ତାଙ୍କ ଦାୟିତ୍ୱରେ ରହିବ। ସୂଚନାଯୋଗ୍ୟ କି ପରମାଣୁ ଅସ୍ତ୍ରଭଣ୍ଡାରର ଚାବି କାଠି ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟଙ୍କ ହାତରେ ହିଁ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe