ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାର ଭୋଟରଙ୍କୁ ଓଡ଼ିଆରେ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

Advertisment
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାର ଭୋଟରଙ୍କୁ ଓଡ଼ିଆରେ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶରେ ମତଦାନ ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନିଜ ଏକ୍ସ ହ୍ୟାଣ୍ଡଲରେ ଓଡ଼ିଶାର  ଭୋଟରଙ୍କୁ ଓଡ଼ିଆରେ ଅପିଲ୍ କରିଛନ୍ତି।

ସେ କହିଛନ୍ତି ଆଜି ୨୦୨୪ ଲୋକସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ। ଦେଶର ୮ଟି ରାଜ୍ୟ ଓ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନର ମତଦାନ ହେଉଛି। ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ମୁଁ ଆହ୍ୱାନ ଜଣାଉଛି। ଆଶା ଯୁବ ଓ ମହିଳା ମତଦାତା ରେକର୍ଡ ସଂଖ୍ୟାରେ ମତଦାନ କରିବେ। ଆସନ୍ତୁ ମିଳିମିଶି ଆମ ଗଣତନ୍ତ୍ରକୁ ଆହୁରି ଉଜ୍ୱଳ ଓ ସହଭାଗୀ ବନାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe