ରିପବ୍ଲିକ୍‌ ଟିଭି ସଂପାଦନା ଟିମ୍‌ ବିରୋଧରେ ଏଫ୍‌ଆଇଆର

Advertisment
ରିପବ୍ଲିକ୍‌ ଟିଭି ସଂପାଦନା ଟିମ୍‌ ବିରୋଧରେ ଏଫ୍‌ଆଇଆର

Catch News

ମୁମ୍ବାଇ : ମୁମ୍ବାଇ ପୁଲିସ ଆଜି ରିପବ୍ଲିକ୍‌ ଟିଭିର ସଂପାଦନା ଟିମ୍‌ ବିରୋଧରେ ଏକ ଏତଲା ରୁଜୁ କରିଛି। ମୁମ୍ବାଇ ପୁଲିସ ବାହିନୀ ମଧ୍ୟରେ ତିକ୍ତତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି ଏତଲା ରୁଜୁ ହୋଇଛି। ଅଭିଯୋଗକାରୀ ଏସ୍‌ଆଇ ଶଶିକାନ୍ତ ପାୱାର ଦେଦଇଥିବା ଏହ‌ି ଏତଲାରେ ରିପବ୍ଲିକ୍‌ ଟିଭି ସମ୍ପାଦକ ସାଗରିକା ମିତ୍ରା, ଆଙ୍କର୍‌ ଶିବାନୀ ଗୁପ୍ତା, ଉପ ସମ୍ପାଦକ ଶାୱନ ସେନ୍‌ , କାର୍ଯ୍ୟନିର୍ବାହୀ ସମ୍ପାଦକ ନିରଂଜନ ନାରାୟଣସ୍ବାମୀ ଏବଂ ଅନ୍ୟ ଏଡିଟୋରିଆଲ୍‌ କର୍ମଚାରୀଙ୍କ ନାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe