ଏକାଧିକ ବିସ୍ଫୋରଣ ଘଟି ଓଏନଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

Advertisment
ଏକାଧିକ ବିସ୍ଫୋରଣ ଘଟି ଓଏନଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

image source-india today

ସୁରତ: ଗୁରୁବାର ଦିନ ଭୋର୍ ସମୟରେ ଗୁଜୁରାଟର ସୁରତରେ ଥିବା ଏକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି)ର ଏକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।

ଜଣେ  ଓଏନଜିସି ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ଲାଣ୍ଟରେ ଏକାଧିକ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି। ତେବେ ଅନେକ କିଲୋମିଟର ଦୂର ଯାଏଁ ଅଗ୍ନିକାଣ୍ଡ ଜନିତ ଧୂଆଁର ଦେଖିବାକୁ ମିଳୁଥିବା ଜଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe