ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ

Hindustan Times

ମୁମ୍ବାଇ : କେନ୍ଦ୍ରୀୟ ମୁମ୍ବାଇର ସିଟି ସେଣ୍ଟ୍ରାଲ୍‌ ମଲ୍‌ରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିଯିବା ପରେ ତୁରନ୍ତ ମଲ୍‌ ନିକଟସ୍ଥ ଏକ ୫୫ ମହଲା ବିଶିଷ୍ଟ କୋଠାରୁ ୩,୫୦୦ ଲୋକଙ୍କୁ ଖାଲି କରାଯାଇଛି। ତୁରନ୍ତ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିବାରୁ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe