ନୂଆଦିଲ୍ଲୀ: ଗୁଜରାଟର କାଣ୍ଡଲା ସ୍ଥିତ ଦୀନଦୟାଲ ବନ୍ଦରଠାରୁ ମାତ୍ର ୧୫ ନଟିକାଲ ମାଇଲ ଦୂରରେ ଆଜି ମର୍ଚାଣ୍ଟ ନେଭିର ତେଲ ଜାହାଜ ଏମ୍ଟି ଗଣେଶରେ ନିଆଁ ଲାଗିଯାଇଛି। ୩୦ ହଜାର ଟନ୍ ହାଇସ୍ପିଡ୍ ଡିଜେଲ ଥିବା ଏହି ଜାହଜ ଜଳିିଯିବା ଖବର ପାଇ ଭାରତୀୟ ତଟରକ୍ଷୀ ବାହିନୀ ସେଠାରେ ପହଞ୍ଚି ୨୬ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ସେବେଳକୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇସାରିଥିଲେ।
ତେଲ ଯାହାଜରେ ନିଆଁ,ଜଣେ ମୃତ
Advertisment
Follow Us