ସଂସଦ ପରିସରରେ ନିଆଁ

ସଂସଦ ଅଧିବେଶନ ଶେଷ: ବେଶ୍‌ ସକ୍ରିୟ ଥିଲେ ଓଡ଼ିଶା ସାଂସଦ

The Financial Express

ନୂଆଦିଲ୍ଲୀ : ସଂସଦ ପରିସରରେ ବୁଧବାର ଅଗ୍ନିକାଣ୍ଡ ହୋଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ ସଂସଦର ରୁମ୍‌ ନମ୍ବର ୫୯ରେ ଅଗ୍ନିକାଣ୍ଡ ହୋଇଛି। କିନ୍ତୁ ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ। କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ଜଣାପଡ଼ିନି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟରେ ସଂସଦର ଆନ୍ନେକ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ ହୋଇଥିଲା। ସର୍ଟ ସର୍କିଟ୍‌ ଯୋଗୁଁ ସଂସଦର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ୭ ଅଗ୍ନିନିର୍ବାପକ ଦଳ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇ ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe