ପାର୍ଲାମେଣ୍ଟ ସଂଲଗ୍ନ କୋଠାରେ ଅଗ୍ନିକାଣ୍ଡ

ଛୋଟମୋଟ ଭୁଲ ପାଇଁ ଜେଲ୍ ହେବନି: କଂପାନି ବିଲ୍‌ର ୪୮ଟି ଅପରାଧିକ ଧାରା କୋହଳ

Image Source: India Today

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ସଂଲଗ୍ନ କୋଠାର ଷଷ୍ଠ ମହଲାରେ ଆଜି ସକାଳୁ ଅଗ୍ନିକାଣ୍ଡ ହୋଇଛି। ଘଟଣାସ୍ଥଳକୁ ତୁରନ୍ତ ୭ଟି ଦମକଳ ଗାଡ଼ି ଆସି ନିଆଁଲିଭା କାର୍ଯ୍ୟ କରିଛନ୍ତି। ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଦିଲ୍ଲୀ ଦମକଳ ‌ବିଭାଗକୁ ନିଆଁଲାଗିବା ସମ୍ପର୍କିତ ଟେଲି‌ଫୋନ୍ ସକାଳ ୭ଟା ୩୦ରେ ମିଳିଥିଲା। ତେବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ଷଷ୍ଠ ମହଲାର ଷଷ୍ଠ କକ୍ଷରେ ଅଗ୍ନିକାଣ୍ଡ ହୋଇଥିବାବେଳେ କ୍ଷତି ସେହିଠାରେ ହିଁ ସୀମିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe