Port Authority Police officers arrive at the scene following reports of gunfire, Tuesday, Dec. 10, 2019, in Jersey City, N.J. (AP Photo/Seth Wenig)
ନ୍ୟୁୟର୍କ: ନ୍ୟୁଜର୍ସିର ଜର୍ସି ସିଟିରେ ଗତକାଲି ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜର୍ସି ସିଟିର ଏକ କବରସ୍ଥଳ ଏବଂ ଏକ ମଲ୍ ନିକଟରେ ଏହି ଗୁଳିକାଣ୍ଡ ହୋଇଥିଲା। ଏକ ସୁପରମାର୍କେଟ୍ରେ ୨ ଜଣ ଆକ୍ରମଣକାରୀ ଏବଂ ୩ ଜଣ ନାଗରିକଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷେ ଜଣେ ପୁଲିସ ଅଧିକାରୀ କବର ସ୍ଥଳ ନିକଟରେ ଗୁଳିମାଡ଼ର ଶିକାର ହୋଇଥିଲେ। କବରସ୍ଥଳ ନିକଟରେ ପ୍ରଥମେ ଗୁଳିକାଣ୍ଡ ଆରମ୍ଭ ହୋଇଥିବା କୁହାଯାଉଛି।
Follow Us