ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ

Advertisment
ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ

ଓ୍ଵାସିଂଟନ:  ସକାଳ ୮ଟାରେ ଆମେରିକାର ମେରିଲ୍ୟାଣ୍ଡ ସ୍ଥିତ ଗ୍ରେଟ ମିଲ୍‌ସ ହାଇସ୍କୁଲରେ ଗୁଳିକାଣ୍ଡ ହୋଇଛି। ଏଥିରେ ଗୁରୁତର ଆହତ ହୋଇଥିବା ୫ଜଣ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରୁ ଅନ୍ୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଆକ୍ରମଣକାରୀର ଏଯାବତ୍‌ ପତ୍ତା ମିଳିପାରିନାହିଁ। ଉଲ୍ଲେଖ ଥାଉ କି, ଗତମାସରେ ଫ୍ଲୋରିଡ଼ା ସ୍ଥିତ ଏକ ସ୍କୁଲରେ ହୋଇଥିବା ଅନୁରୂପ ଗୁଳିକାଣ୍ଡରେ ୧୭ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe