ପ୍ରଥମେ ନେତାଜୀ ଫାଇଲ୍‌ ଉନ୍ମୋଚନ କର: ମମତା

Advertisment
ଡିସେମ୍ବର ୨୬କୁ ଛୁଟି ଘୋଷଣା କଲେ ପଶ୍ଚିମବଂଗ ସରକାର

Image Courtesy of The Economic Times

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ବ୍ରୋଂଜ୍‌ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୁସି କରି ନାହିଁ। ପ୍ରତିମୂର୍ତ୍ତି ଉଦ୍‌ଘାଟନ ପୂର୍ବରୁ ନେତାଜୀଙ୍କ ଗୁପ୍ତ ଫାଇଲ୍‌ଗୁଡ଼ିକ ସାର୍ବଜନୀନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ଜାପାନର ରେଙ୍କୋଜି ମନ୍ଦିରରେ ସଂରକ୍ଷିତ ସ୍ୱାଧୀନତା ସଂଗ୍ରାମୀଙ୍କ ପାଉଁଶକୁ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇବାକୁ ମମତା ଦାବି କରିଛନ୍ତି। ଗତକାଲି ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ସେଖର ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ‘ନେତାଜୀ ଫାଇଲ’ ସାର୍ବଜନୀନ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe