ଦେଖନ୍ତୁ ମହାକାଶଚାରୀ ସୁନୀତାଙ୍କ ପ୍ରଥମ ଭିିଡିଓ

Advertisment

ମହାକାଶରୁ ଫେରି ସାରିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ପୃଥିବୀପୃଷ୍ଠରେ ପାଦ ଦେବା ପରେ ସୁନୀତାଙ୍କ ପ୍ରଥମ ଭିଡିଓ ଏବେ ସାମ୍ନାକୁ ଆସିଛି। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ବାହାରି ପୃଥିବୀରେ ପହଞ୍ଚିଛନ୍ତି ସୁନୀତା  ବୁଚ୍‌। 

sunita

ନୂଆଦିଲ୍ଲୀ: ମହାକାଶରୁ ଫେରି ସାରିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ପୃଥିବୀପୃଷ୍ଠରେ ପାଦ ଦେବା ପରେ ସୁନୀତାଙ୍କ ପ୍ରଥମ ଭିଡିଓ ଏବେ ସାମ୍ନାକୁ ଆସିଛି। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ବାହାରି ପୃଥିବୀରେ ପହଞ୍ଚିଛନ୍ତି ସୁନୀତା  ବୁଚ୍‌। 

ସୁନୀତା ରବିବାର ଦିନ ମହାକାଶ ଛାଡିଥିଲେ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପ୍ରସ୍ଥାନ କରିବାର ୧୭ ଘଣ୍ଟା ପରେ ତଳକୁ ଖସି ଆସିଥିଲେ। 

୨୦୨୪ ଜୁନ୍‌ ୫ରେ ବୋଇଂର ଷ୍ଟାରଲାଇନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଅପ୍ରତ୍ୟାଶିତ ଭାବେ ସେମାନଙ୍କ ଅଭିଯାନ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବିଯାଇଥିଲା। ଶେଷରେ ମଙ୍ଗଳବାର ସ୍ପେସ୍ଏକ୍ସ କ୍ୟାପସୁଲରେ ମହାକାଶ କେନ୍ଦ୍ରରୁ ପୃଥିବୀକୁ ‌ଫେରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe