ମଝି ଆକାଶରେ ୩ ବିମାନ ମଧ୍ୟରେ ଧକ୍କା ଟଳିଲା

ମଝି ଆକାଶରେ ୩ ବିମାନ ମଧ୍ୟରେ ଧକ୍କା ଟଳିଲା

ନୂଆଦିଲ୍ଲୀ: ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ୩ଟି ଅନ୍ତର୍ଜାତୀୟ ବିମାନ ମଝି ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗତ ରବିବାର ଏହି ସ୍ଥିତି ଉପୁଜିଥିଲା। ଦିଲ୍ଲୀ ଏୟାର ଟ୍ରାଫିକ୍‌ କ‌େଣ୍ଟ୍ରାଲର ସ୍ବୟଂଚାଳିତ ଚେତାବନୀ ବାରମ୍ବାର ଜାରି ହେବା ପରେ ବଡ଼ ଦୁର୍ଘଟଣା ଟଳିଥିଲା। ଏହି ଘଟଣା ପରେ ଡଚ୍‌ ବିମାନ ସଂସ୍ଥା କେଏଲ୍‌ଏମ୍‌, ତାଇୱାନ୍‌ର ଇଭା ଏୟାର ଏବଂ ଆମେରିକାର ନ୍ୟାସ୍‌ନାଲ୍‌ ଏୟାରଲାଇନ୍ସ ବିମାନର ସମ୍ପୃକ୍ତ ପାଇଲଟ୍‌ଙ୍କୁ ସମନ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe