ଝାରସୁଗୁଡ଼ାରୁ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବିମାନ ସେବା

Advertisment
ମନଇଚ୍ଛା ବିଭିନ୍ନ ଫ୍ଲାଇଟ ବାତିଲ କରୁଥିବାରୁ ଏୟାର ଓଡ଼ିଶାକୁ ନୋଟିସ

ନୂଆଦିଲ୍ଲୀ : ଝାରସୁଗୁଡ଼ାରୁ ଖୁବ୍‌ ଶୀଘ୍ର ବିମାନ ସେବା ଆରମ୍ଭ ହେବ। ଆଜି ଲୋକସଭାରେ ସାଂସଦ ପ୍ରଭାସ କୁମାର ସିଂହଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତାଙ୍କ ଜବାବରେ କହିଛନ୍ତି ଯେ ଝାରସୁଗୁଡ଼ା ବିମାନ ବନ୍ଦରର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି ତଥା ଡିଜିସିଏ ବିମାନବନ୍ଦରର ଲାଇସେନ୍ସ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe