ହାଇଦ୍ରାବାଦ୍: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତେଲେଙ୍ଗାନାର ହାଇଦ୍ରାବାଦରେ ନିଜର ଭୋଟ୍ ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲ, ବୁଥ୍ ନମ୍ବର ୧୫୦ରେ ଭୋଟ୍ ଦେବାକୁ ଯାଇଥିଲେ। ଏହା ପରେ ଦୁହେଁ ମତଦାନ ହୋର୍ଡିଂ ନିକଟରେ ଠିଆ ହୋଇଥିଲେ ଏବଂ ଆଙ୍ଗୁଠିରେ ଇଙ୍କ୍ ଦେଖାଇ ଫଟୋ କ୍ଲିକ୍ କରିଥିଲେ।
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମତଦାନ ଅଧିକାର ସାବ୍ୟସ୍ତ କଲେ
Advertisment
Follow Us