Sentinel Assam
ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ୪ ଜଣ ଆବେଦନକାରୀ ଗତ ସୋମବାର ଦିନ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ଏଆଇଏମ୍ବିଏଲ୍ବି (ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ବୋର୍ଡ) ସମର୍ଥନରେ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା। ଆବେଦନକାରୀ ମିସ୍ୱା ଉଦ୍ଦିନ୍, ମୌଲାନା ହାସବୁଲ୍ଲା, ହାଜି ମହବୁବ୍ ଏବଂ ରିଜୱାନ୍ ଅହମଦ ପୃଥକ୍ ଭାବେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି।
Follow Us