ନିଜକୁ କ୍ରାଇମ୍‌ ବ୍ରାଞ୍ଚ୍ ପୁଲିସ ପରିଚୟ ଦେଇ ଟଙ୍କା ଆଦାୟ କରିଥିବା ୟୁପି ଠକ ଗିରଫ

ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ଗୁଆହାଟୀ : ଗୁଆହାଟୀର ବେଲତଳା ଅଞ୍ଚଳରୁ ଆସାମ ପୁଲିସ ଉତ୍ତରପ୍ରଦେଶର ଜଣେ ଠକକୁ ଗିରଫ କରିଛି ଯିଏ କି ନିଜକୁ କ୍ରାଇମ୍‌ବ୍ରାଞ୍ଚ ପୁଲିସ ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ଅଭିଯୁକ୍ତ ଜଣକର ନାମ ଉପେନ୍ଦ୍ର ପାଣ୍ଡେ ବୋଲି ସିଆଇଡି ପୁଲିସ ପ୍ରକାଶ କରିଛି। ଆସାମ ସିଆଇଡିର ଏସ୍‌ପି ପ୍ରଣବ ଜ୍ୟୋତି ଗୋସ୍ବାମୀ କହିଛନ୍ତି ଯେ ଯେଉଁମାନଙ୍କ ନାମରେ କୋର୍ଟରେ ମାମଲା ଚାଲିଛି, ସେମାନଙ୍କୁ କେସ୍‌ରୁ ମୁକୁଳାଇ ଦେବି ବୋଲି ପ୍ରତିଶ୍ରୁତି ଦେଇ ପାଣ୍ଡେ ଟଙ୍କା ଆଦାୟ କରୁଥିଲା। ପାଣ୍ଡେକୁ ଗିରଫ କରି କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ନିଆଯାଇଛି ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe