୧୯୫୧ରୁ ୨୦୧୯:୬୦% ଲୋକସଭା ସାଂସଦ ପୁନଃ ନିର୍ବାଚିତ ହୋଇନାହାନ୍ତି

Advertisment
୧୯୫୧ରୁ ୨୦୧୯:୬୦% ଲୋକସଭା ସାଂସଦ ପୁନଃ ନିର୍ବାଚିତ ହୋଇନାହାନ୍ତି

ନୂଆଦିଲ୍ଲୀ: ବିଗତ ୬୮ ବର୍ଷ ମଧ୍ୟରେ ଭାରତରେ ୧୬ଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୪୮୪୩ ଜଣ ନେତା ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ୧୯୫୧ରୁ ୨୦୧୯ ମଧ୍ୟରେ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଦ୍ବିତୀୟ ବାର ସାଂସଦ ହେବା ସୌଭାଗ୍ୟ ମିଳିନାହିଁ। ୪୮୪୩ ସାଂସଦଙ୍କ ମଧ୍ୟରୁ କେବଳ ୨୦୦୩ ଜଣ ପୁନଃ ନିର୍ବାଚିତ ହୋଇଛନ୍ତି। ଅଟଳ ବିହରୀ ବାଜପେୟୀ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ କମ୍ୟୁନିଷ୍ଟ ନେତା ଇନ୍ଦ୍ରଜିତ ଗୁପ୍ତା ୧୧ ଥର ନିର୍ବାଚିତ ହୋଇଛନ୍ତି। ସୋନିଆ ଗାନ୍ଧୀ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe