ଗଡ଼କରୀଙ୍କ ପ୍ରଶ୍ନକୁ ରାହୁଲଙ୍କ ତାଚ୍ଛଲ୍ୟ:‘ଚାକିରିି କୁଆଡ଼େ ଗଲା’

Advertisment
ଗଡ଼କରୀଙ୍କ ପ୍ରଶ୍ନକୁ ରାହୁଲଙ୍କ ତାଚ୍ଛଲ୍ୟ:‘ଚାକିରିି କୁଆଡ଼େ ଗଲା’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କର ଏକ ପ୍ରଶ୍ନକୁ ଆଧାର କରି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମରାଠା ସଂରକ୍ଷଣ ଦାବି ପ୍ରସଙ୍ଗରେ ନୀତୀନ କହିଥିଲେ, ‘ଚାକିରି କାହିଁ?’। ତେବେ ନୀତୀନଙ୍କର ଏହି ପ୍ରଶ୍ନକୁ ଚମତ୍କାର କହିବା ସହ ତାଙ୍କର ଏଭଳି ପ୍ରଶ୍ନକୁ ରାହୁଲ ତାଚ୍ଛଲ୍ୟ କରିଛନ୍ତି। ରାହୁଲ୍‌ କହିଛନ୍ତି, ନୀତୀନ୍‌ ଠିକ୍‌ ପ୍ରଶ୍ନ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କର ଏବେ ଗୋଟିଏ ପ୍ରଶ୍ନ- ଚାକିରି କୁଆଡ଼େ ଗଲା? ମହାରାଷ୍ଟ୍ରର ଔରଙ୍ଗାବାଦରେ ଗଣମାଧ୍ୟମକୁ ଉଦ୍‌ବୋଧନ ନେଇ ଗଡକରି କହିଥିଲେ ଯେ ଏବେ ଧରିନିଆଯାଉ ସଂରକ୍ଷଣ ମିଳିଯାଇଛି। କିନ୍ତୁ ଚାକିରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe