ଗଡ଼କରୀ-ଆରଏସଏସ୍‌ ବୈଠକକୁ ନେଇ ଚର୍ଚ୍ଚା

Advertisment
ଗଡ଼କରୀ-ଆରଏସଏସ୍‌ ବୈଠକକୁ ନେଇ ଚର୍ଚ୍ଚା

www.asianage.com

ନାଗପୁର: ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବା ପରେ ଆରଏସଏସ୍‌ ପ୍ରଚାରକ ଭୟାଜି ଯୋଶୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମଧ୍ୟ‌ରେ ହୋଇଥିବା ବୈଠକକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଗଡ଼କରୀଙ୍କର ଜଣେ ଘନିଷ୍ଠଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବାପରେ ନୀତିନ ସୌଜନ୍ୟମୂଳକ ଭାବେ ଆରଏସଏସ୍‌ ସହ ଏହି ବୈଠକ କରିଛନ୍ତି। ପରବର୍ତ୍ତୀ ସରକାର ଗଠନରେ ନୀତିନ ଗଡ଼କରୀଙ୍କ ଭୂମିକା ସଂକ୍ରାନ୍ତରେ ମଧ୍ୟ ‌ଏହି ବୈଠକରେ ଆଲୋଚନା ହୋଇଥିବା‌ ଜଣାପଡ଼ିଛି। ଏହି ବୈଠକରେ ବିଜେପି ନେତା କୈଳାଶ ବିଜୟବର୍ଗିୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe