ଗଡ଼କରୀଙ୍କ ଆଉ ଏକ ବୟାନ ଚର୍ଚ୍ଚାରେ

Advertisment

ଯିଏ ଘର ଚଳାଇପାରିବ ନାହିଁ, ସେ ଦେଶକୁ ବି ପରିଚାଳନା କରିପାରିବ ନାହିଁ

ଯିଏ ଘର ଚଳାଇପାରିବ ନାହିଁ, ସେ ଦେଶକୁ ବି ପରିଚାଳନା କରିପାରିବ ନାହିଁ

ଗଡ଼କରୀଙ୍କ ଆଉ ଏକ ବୟାନ ଚର୍ଚ୍ଚାରେ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ ଗତକାଲି ଏବିଭିପିର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯିଏ ନିଜ ଘରର ସଠିକ୍ ଯତ୍ନ ନେଇପାରିବ ନାହିଁ, ସେ ଦେଶକୁ ଚଳାଇପାରିବ ନାହିଁ। ଅନେକ ଲୋକ ଦେଶପାଇଁ, ଦଳପାଇଁ କାମ କରିବାକୁ ନିଜର ପରିବାର ଏବଂ ବ୍ୟବସାୟକୁ ମଧ୍ୟ ବିପଦଗ୍ରସ୍ତ କରି ରାଜନୀତିକୁ ଆସନ୍ତି। ତେବେ ଘର ପରିବାରର ସଠିକ୍‌ ଦାୟିତ୍ବ ନିର୍ବାହ ନକରି ଏବଂ ପିଲାମାନଙ୍କ ପ୍ରତି ଧ୍ୟାନ ‌ନଦେଇ କେହି ଦେଶର ମଂଗଳ କିଭଳି କରିପାରିବ ବୋଲି ଗଡ଼କରି ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe