ବାହାରିନ୍ : ସୁଦୂର ବାହାରିନ୍ରେ ମଧ୍ୟ ସିଦ୍ଧିଦାତା ଗଣେଶଙ୍କ ପୂଜା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ବସବାସ କରୁଥିବା ବହୁ ପ୍ରବାସୀ ଭାରତୀୟ ଯୋଗଦେଇ ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା କରିଥିଲେ। ଅନୁଷ୍ଠାନର ସଭାପତି ଅୁରଣ କୁମାର ପ୍ରହରାଜଙ୍କ ଘରେ ଅନୁଷ୍ଠିତ ଏହି ପୂଜାରେ ସ୍ଥାପନା ପୂଜା, ବିଶ୍ବଶାନ୍ତି ଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବାହାରିନ୍ରେ ଗଣେଶପୂଜା
Advertisment
Follow Us