ଚିକାଗୋରେ ଗଣେଶପୂଜା

Advertisment
ଚିକାଗୋରେ ଗଣେଶପୂଜା

ଚିକାଗୋ : ଗ୍ରେଟର୍‌ ଚିକାଗୋସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ଚତୁର୍ଥୀ ନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଡ଼ମ୍ବରରେ ପାଳିତ ହୋଇଯାଇଛି। ଚିକାଗୋରେ ରହୁଥିବା ୩୫ ଓଡ଼ିଆ ପରିବାର ଏଥିରେ ଯୋଗଦେଇ ଗଜାନନଙ୍କୁ ଆବାହନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ କୁନି କୁନି ଶିଶୁଙ୍କ ‘ଖଡ଼ି ଛୁଆଁ’ ଅନୁଷ୍ଠିତ ହୋଇଥିଲା।

ଆବୁଧାବିରେ ଗଣେଶ ପୂଜା
ଆବୁଧାବି : ଆବୁଧାବିସ୍ଥିତ ଇଲେକ୍ଟ୍ରାରେ ପ୍ରବାସୀ ଓଡ଼ିଆ ଭାଇଭଉଣୀଙ୍କ ଦ୍ବାରା ଗଣେଶ ଚତୁର୍ଥୀ ପାଳିତ ହୋଇଯାଇଛି। ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି, ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ଅମରଜିତ୍ ଦାସ, ରାକେଶ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପୂଜା କାର୍ଯ୍ୟ ସୁରୁଖୁରୁରେ ସଂପାଦନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe