ଗୌତମ ଗମ୍ଭୀରଙ୍କୁ କାରଣ ଦର୍ଶାଅ ନୋଟିସ୍‌

Advertisment
ଗୌତମ ଗମ୍ଭୀରଙ୍କୁ କାରଣ ଦର୍ଶାଅ ନୋଟିସ୍‌

moneycontrol.com

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ଲୋକସଭା ଆସନ‌ର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଗୌତମ ଗମ୍ଭୀରଙ୍କୁ ଆଜି ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ୍ ଜାରି କକରିଛନ୍ତି। ଗୌତମ ବିଜ୍ଞାପନରେ ଏକ କ୍ରିକେଟ୍‌ ଆପ୍‌କୁ ପ୍ରମୋଟ୍‌ କରିଥିବା ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିବା ଏକ ବିଜ୍ଞାପନରେ ଗୌତମ କ୍ରିକେଟ୍‌ ଗେମ୍‌ ଆପ୍‌ ‘କ୍ରିକ୍‌ ପ୍ଲେ’କୁ ପ୍ରମୋଟ୍‌ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe