ନିର୍ବାଚନ ନ ଲଢ଼ିବାକୁ ଗିରିରାଜଙ୍କ ଧମକ

ନିର୍ବାଚନ ନ ଲଢ଼ିବାକୁ ଗିରିରାଜଙ୍କ ଧମକ

.newindianexpress

ବେଗୁସରାଇ: କେନ୍ଦ୍ରମନ୍ତ୍ରୀ ତଥା ନୱାଦା ସାଂସଦ ଗିରିରାଜ ସିଂହ ବେଗୁସରାଇରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କେନ୍ଦ୍ରୀୟ ନେତାଙ୍କୁ ଜଣାଇଦେଇଛନ୍ତି I ସେ ଅଭିଯୋଗ କରଛନ୍ତି ଯେ ତାଙ୍କୁ ହରାଇବା ପାଇଁ ଜେଡିୟୁ ଏବଂ ରାଜ୍ୟ ବିଜେପିର କିଛି ନେତା ଷଡ଼ଯନ୍ତ୍ର କରିଛନ୍ତି। ସେ ନୱାଦାରୁ ୨୦୧୪ ନିର୍ବାଚନରେ ଜିତିଥିଲେ ମଧ୍ୟ ତାଙ୍କୁ ୨୦୧୯ରେ ବିନା କୌଣସି କାରଣ ଦର୍ଶାଇ ବେଗୁସରାଇରୁ ପ୍ରାର୍ଥୀ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe